ଡ୍ରୋନର ନିର୍ମାଣ ଏକ ରାଷ୍ଟ୍ର ସମର୍ଥିତ ବ୍ୟାପାର: ମୁଖ୍ୟ ଆର୍ମି ଅଫିସର

ନୂଆଦିଲ୍ଲୀ: ଜମ୍ମୁ ବିମାନବନ୍ଦରର ବାୟୁସେନା ବେସ ଉପରେ ରବିବାର ହୋଇଥିବା ଡ୍ରୋନ୍ ଷ୍ଟ୍ରାଇକରେ ବ୍ୟବହୃତ ଟେକ୍ନୋଲୋଜି, ଦେଶ ସମର୍ଥିତ ଥିବା ନେଇ ଦର୍ଶାଇବା ସହ ପାକିସ୍ତାନର ଜୈସ-ଏ-ମହମ୍ମଦ ଏବଂ ଲସ୍କର-ଏ-ତାଇବା ହାତ ଥିବା ଦର୍ଶାଇଛି। ଆଜି ଏଭଳି ଆଶ୍ଚର୍ଯ୍ୟ କଲା ଭଳି ବୟାନ ଦେଇଛନ୍ତି କର୍ପସ କମାଣ୍ଡର ଲେଫ୍ଟନାଣ୍ଟ ଜେନେରାଲ ଡି.ପି ପାଣ୍ଡେ। “ଆମେ ଭଲଭାବେ ଜାଣୁ ଯେ ଏହି ଡ୍ରୋନ୍ ଏବଂ ଏଥିରେ ବ୍ୟବହୃତ ବୈଷୟିକ ଜ୍ଞାନ କୌଶଳ … Continue reading ଡ୍ରୋନର ନିର୍ମାଣ ଏକ ରାଷ୍ଟ୍ର ସମର୍ଥିତ ବ୍ୟାପାର: ମୁଖ୍ୟ ଆର୍ମି ଅଫିସର